ସବୁ ମହିଳା ପାଇବେ ସୁଭଦ୍ରା ଯୋଜନା ଲାଭ

ସବୁ ମହିଳା ପାଇବେ ସୁଭଦ୍ରା ଯୋଜନା ଲାଭ

ସୁଭଦ୍ରା ଯୋଜନା’କୁ ନେଇ  ବଡ଼ ଅପ୍‌ଡେଟ୍‌। ରାଜ୍ୟର ସମସ୍ତ ମହିଳାଙ୍କୁ ଏହି ଯୋଜନାରେ ଟଙ୍କା ମିଳିବ ବୋଲି ରବିବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ତେବେ ଯୋଜନା ଉପରେ କ୍ୟାବିନେଟ୍‌ ମୋହର ବାଜିଥିବା ବେଳେ ଏବେ ଡ୍ରାଫ୍ଟିଂ ଷ୍ଟେଜରେ ଅଛି। ଆସନ୍ତା ୧୦୦ ଦିନ ମଧ୍ୟରେ ନିଶ୍ଚିତ ଭାବେ ଲଞ୍ଚ ହେବ ବୋଲି ସେ କହିଛନ୍ତି।ଏହି ଯୋଜନାକୁ ମହିଳାମାନଙ୍କ ପାଖରେ ପହଞ୍ଚାଇବା ଲାଗି ପ୍ରସ୍ତୁତ ରହିଛି। ଏହି ଯୋଜନା ଲାଗି ଆବଶ୍ୟକୀୟ ବଜେଟ ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ଅବଗତ କରାଯାଇଛି ବୋଲି ସେ ମଧ୍ୟ କହିଛନ୍ତି।

Leave a Reply

Your email address will not be published. Required fields are marked *