ODIA TECH BULLETIN

ଖବର ଯାହା ଚର୍ଚ୍ଚାରେ

Odisha News

Odisha News

ରାଜ୍ୟରେ ଶିଶୁ ବାଟିକାରେ ମିଶିବ ଅଙ୍ଗନବାଡ଼ି, ପ୍ରତି ଗାଁରେ ହେବ ଆଦର୍ଶ ବିଦ୍ୟାଳୟ

ରାଜ୍ୟର ପ୍ରତି ଗାଁରେ,ସାହିଗଳିରେ ବିଦ୍ୟା ଆରମ୍ଭ ପର୍ବକୁ ଉତ୍ସବ ଭାବେ ପାଳନ କରାଯାଇଛି । ଶନିବାର ରାଜ୍ୟବ୍ୟାପୀ ଖଡ଼ିଛୁଆଁ ଓ ଶ୍ରେଣୀ ଗହ ପ୍ରବେଶ ଉତ୍ସବ ଅନୁଷ୍ଠିତ

Read More
Odisha News

ଆଜିଠୁ ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତି

ଆଜି ଆରମ୍ଭ ହେବ ରତ୍ନଭଣ୍ଡାରରେ ଥିବା ଦୁର୍ମୂଲ୍ୟ ରତ୍ନଅଳଙ୍କାରର ଗଣତିମଣତି । ଏଥିପାଇଁ ଶୁଭବେଳା ରହିଛି ଦିନ ୧୨ଟା ୯ରୁ ୧ଟା ୪୦ ମଧ୍ୟରେ । ଗଣତିମଣତି

Read More
Odisha News

ବିଧାନସଭାରେ ବଦଳିଲା କଂଗ୍ରେସରୁ ନିଲମ୍ବିତ ବିଧାୟକଙ୍କ ଆସନ

ବିଧାନସଭାରେ ବଦଳିଲା କଂଗ୍ରେସରୁ ନିଲମ୍ବିତ ବିଧାୟକଙ୍କ ଆସନ । କଟକ ବାରବାଟି ବିଧାୟିକା ସୋଫିଆ ଫିଦେ୍ର୍ଦର୍ାଷଙ୍କୁ ‘ଇ’ ବ୍ଲକର ୧୩ ନମ୍ବର ସିଟ୍ ଦିଅଯାଇଛି । ସେ

Read More
Odisha News

ନବୀନ ଦେଲେ ନିଦେ୍ର୍ଦଶ, ବିଜେଡିରୁ ୬ ବିଧାୟକ ନିଲମ୍ବିତ

ଶେଷରେ ରାଜ୍ୟସଭା କ୍ରସ ଭୋଟିଂ ନେଇ ବିଜେଡି ନେଲା କାର୍ଯ୍ୟାନୁଷ୍ଠାନ । ଦଳରୁ ୬ ବିଧାୟଙ୍କୁ ନିଲମ୍ବିତ କରିବାକୁ ସୁପ୍ରିମୋ ନବୀନ ପଟ୍ଟନାୟକ ନିଦେ୍ର୍ଦଶ ଦେଇଛନ୍ତି ।

Read More
Odisha News

ରାଜ୍ୟରେ ଏବେ ଭତ୍ତା ଅପେକ୍ଷାରେ ଅଛନ୍ତି ୯୧ ହଜାର କଳାକାର

ରାଜ୍ୟରେ କଳାକାର ଭତ୍ତା ଅପେକ୍ଷାରେ ରହିଛନ୍ତି ୯୧ ହଜାର କଳାକାର । ବିଧାନସଭାରେ ଏହି ତଥ୍ର ଦେଇଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ

Read More
Odisha News

ରାଜ୍ୟ ସଭା ନିର୍ବାଚନ ଜିତିଲେ ମନମୋହନ, ସୁଜିତ, ସଂତୃପ୍ତ ଓ ଦିଲ୍ଲୀପ

ଓଡ଼ିଶାର ୪ ରାଜ୍ୟସଭା ଆସନ ପାଇଁ ସୋମବାର ସକାଳ ୯ଟାରୁ ମତଦାନ ଆରମ୍ଭ ହୋଇଥିଲା । ବିଧାନସଭାର ୫୪ ନମ୍ବର କକ୍ଷରେ ସମସ୍ତ ୧୪୭ ବିଧାୟକ ମତଦାନ

Read More
Odisha News

ଓଡ଼ିଶା ଦେଇ ଯିବ ୫୨୨ କିଲୋମିଟରର ହାଇସ୍ପିଡ୍ କରିଡର

ଖଡ଼ଗପୁର-ଟାଙ୍ଗୀ-ବିଶାଖାପାଟଣା-ବିଜୟୱାଡ଼ାକୁ ସଂଯୋଗ କରିବାକୁ ଯାଉଛି ସୁଦୀର୍ଘ ହାଇସ୍ପିଡ୍ ତଥା ଗ୍ରୀନଫିଲ୍ଡ କରିଡର । ଏହି ପ୍ରକଳ୍ପ ମଧ୍ୟରେ କେବଳ ଓଡ଼ିିଶା ମଧ୍ୟରେ ୫୨୨ କିଲୋମିଟରର ଦୀର୍ଘ ହାଇସ୍ପିଡ୍

Read More
Odisha News

ରାସନ୍ ବଣ୍ଟନରେ ଅନିୟମିତତା ପାଇଁ ରାଜ୍ୟରେ ୭୫ ଡିଲରଙ୍କ ଲାଇସେନ୍ସ ରଦ୍ଦ

ଓଡ଼ିଶାରେ ସାର୍ବଜନୀନ ବଣ୍ଟନ ବ୍ୟବସ୍ଥାରେ ଅନିୟମିତତା ଅଭିଯୋଗ ଆସିବା ପରେ ରାଜ୍ୟ ସରକାର କଡ଼ା ପଦକ୍ଷେପ ନେଇଛନ୍ତି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର

Read More
Odisha News

ଓଡ଼ିଶା ଦେଇ ଯିବ ଦୁଇଟି ନୂଆ ଅମୃତ ଭାରତ ଏକ୍ସପ୍ରେସ

ରେଳ ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି । ଓଡ଼ିଶା ଦେଇ ଯିବ ୨ ନୂଆ ଅମୃତ ଭାରତ ଏକ୍ସପ୍ରେସ । ଗୋଟିଏ କାମାକ୍ଷା-ଚର୍ଲାପାଲ୍ଲି ଓ ଅନ୍ୟଟି କୋଏମ୍ୱାଟୁର-ଧାନବାଦ

Read More
Odisha News

ସରକାରଙ୍କ ନିଦେ୍ର୍ଦଶ; ଓଏଏସ, ଓଆରଏସଙ୍କ ବିରୋଧରେ ତଦନ୍ତ ଶୀଘ୍ର ସାର

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଓଏଏସ-କନିଷ୍ଠ ବର୍ଗ ଏବଂ ଓଆରଏସ୍ ଅଧିକାରୀମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ବକେୟା ତଦନ୍ତ ରିପୋର୍ଟଗୁଡ଼ିକ ଶୀଘ୍ର ଦାଖଲ

Read More