ODIA TECH BULLETIN

ଖବର ଯାହା ଚର୍ଚ୍ଚାରେ

Business

ମ୍ୟାକ୍ ଅଟୋମୋଟିଭ୍ ପକ୍ଷରୁ ‘କାରିଗରି ଅଫର୍’: କାର୍ ୱାଶ୍ ଉପରେ ୫୦% ରିହାତି ସହ ମାଗଣା ଚେକଅପ୍

କଟକ ପ୍ରତାପନଗରୀସ୍ଥିତ ନୂଆ ଗାଡ଼ି ସର୍ଭିସିଂ ସେଣ୍ଟର ‘ମ୍ୟାକ୍ (ଏମଏକେ ) ଅଟୋମୋଟିଭ୍’ ପକ୍ଷରୁ କାର୍ ମାଲିକମାନଙ୍କ ପାଇଁ ଏକ ନିଆରା ‘କାରିଗରି ଅଫର୍’ ଲଞ୍ଚ କରାଯାଇଛି। ବିଶେଷ କରି ଯେଉଁ ଗାଡ଼ି ମାଲିକମାନେ ନିଜ କାର୍ ଉପରେ ଜମିଥିବା ଧୂଳିକୁ କ୍ୟାନଭାସ କରି ସେଥିରେ କୌଣସି କଳାକୃତି ବା ‘କାରିଗରି’ ପ୍ରଦର୍ଶନ କରିବେ, ସେମାନଙ୍କ କଳାତ୍ମକ ରୁଚିକୁ ସମ୍ମାନ ଜଣାଇ ଏହି ସୁବିଧା ଦିଆଯାଉଛି। ଏହି ଅଫର୍ ଅଧୀନରେ ଗ୍ରାହକମାନେ କାର୍ ୱାଶ୍ ଏବଂ କ୍ଲିନିଂ ଉପରେ ସିଧାସଳଖ ୫୦% ରିହାତି ପାଇପାରିବେ। ଏହା ସହିତ ଗାଡ଼ିର ସୁରକ୍ଷା ପାଇଁ ସମ୍ପୂର୍ଣ୍ଣ ମାଗଣାରେ ‘ମିଲିଟାରୀ ଗ୍ରେଡ୍ ଚେକଅପ୍’ର ସୁବିଧା ମଧ୍ୟ ଯୋଗାଇ ଦିଆଯାଉଛି। ତେଣୁ ବିଳମ୍ବ ନକରି ନିଜ କାର୍‌ରେ ଥିବା କାରିଗରି ସହ ଆଜି ହିଁ ପ୍ରତାପନଗରୀସ୍ଥିତ ମ୍ୟାକ୍ ଅଟୋମୋଟିଭ୍‌କୁ ଆସନ୍ତୁ ଏବଂ ଏହି ଆକର୍ଷଣୀୟ ଅଫରର ଲାଭ ଉଠାନ୍ତୁ।

for more : Click here

Lobby Area
Washing area
Washing Area

Arunodaya

Arunodaya Das is an independent Odia journalist and digital media professional with 9+ years of experience in journalism, including 7+ years in digital news media. He has worked with leading Odia newspapers and reports on Odisha news, Indian current affairs, technology, and global developments. He is the founder of OdiaTechBulletin, a popular Odia digital news platform delivering daily news updates and analysis for Odia audiences worldwide.

Leave a Reply

Your email address will not be published. Required fields are marked *