TOP 30 NEWS DOSE | 9 JANUARY 2026
1. ସୁପ୍ରିମକୋର୍ଟଙ୍କ ଟିପ୍ପଣୀ: କୁକୁର ମନୁଷ୍ୟର ଭୟ ଜାଣିପାରୁଛନ୍ତି; ସେଥିପାଇଁ କାମୁଡ଼ୁଛନ୍ତି ସୁପ୍ରିମକୋର୍ଟରେ ବୁଲା କୁକୁରଙ୍କ ଉପରେ ଚାଲିଥିବା ଶୁଣାଣି ଗୁରୁବାର ଦ୍ୱିତୀୟ ଦିନରେ ପହଞ୍ଚôଛି । ଅଢ଼େଇ ଘଣ୍ଟା ପର୍ଯ୍ୟନ୍ତ ହୋଇଥିବା ଶୁଣାଣିରେ କୁକୁରର ବ୍ୟବହାରକୁ ନେଇ ଆଲୋଚନା କରାଯାଇଛି । ଏହାକୁ ନେଇ ଜଷ୍ଟିସ ବିକ୍ରମନାଥ କହିଥିଲେ, ମନୁଷ୍ୟର ଭୟକୁ କୁକୁର ଜାଣିପାରୁଛି । ସେଥିପାଇଁ ସେ କାମୁଡ଼ିବାକୁ ଉଦ୍ୟମ କରୁଛି । ଏହି ଟିପ୍ପଣୀକୁ କିନ୍ତୁ କୁକୁରପ୍ରେମୀଙ୍କ ଓକିଲ ମାନିବାକୁ ମନା କରିଦେଇଥିଲେ […]