TOP 30 NEWS DOSE | 9 JANUARY 2026

1. ସୁପ୍ରିମକୋର୍ଟଙ୍କ ଟିପ୍ପଣୀ: କୁକୁର ମନୁଷ୍ୟର ଭୟ ଜାଣିପାରୁଛନ୍ତି; ସେଥିପାଇଁ କାମୁଡ଼ୁଛନ୍ତି ସୁପ୍ରିମକୋର୍ଟରେ ବୁଲା କୁକୁରଙ୍କ ଉପରେ ଚାଲିଥିବା ଶୁଣାଣି ଗୁରୁବାର ଦ୍ୱିତୀୟ ଦିନରେ ପହଞ୍ଚôଛି । ଅଢ଼େଇ ଘଣ୍ଟା ପର୍ଯ୍ୟନ୍ତ ହୋଇଥିବା ଶୁଣାଣିରେ…

TOP 30 NEWS DOSE | 7 January 2026

1. ଟ୍ୱିନ ସିଟିରେ ପ୍ରଦୂଷଣ ରୋକିବାକୁ ନିର୍ମାଣ କାର୍ଯ୍ୟ ଓ ବର୍ଜ୍ୟ ଜାଳେଣି ଉପରେ କଟକଣା ଉଭୟ କଟକ ଓ ଭୁବନେଶ୍ୱର ସହରରେ ପ୍ରଦୂଷଣ ମାତ୍ର କିଛି ଦିନ ଧରି ବଢ଼ିଚାଲିଛି । ଏହା…

ପାକିସ୍ତାନର ଏଫ୍-୧୬ ଯୁଦ୍ଧବିମାନକୁ ଅପଗ୍ରେଡ କରିବ ଆମେରିକା

ପାକିସ୍ତାନକୁ ଦେଇଥିବା ଏଫ-୧୬ ଯୁଦ୍ଧବିମାନକୁ ଆମେରିକା ଅପଗ୍ରେଡ କରିବ । ଏଥିପଇଁ ୬୮୬ ନିୟୁତ ଡଲାର ବା ପ୍ରାୟ ୫,୮୦୦ କୋଟି ଟଙ୍କାର ଏକ ପ୍ରସ୍ତାବ ସଂସଦକୁ ଅନୁମୋଦନ ନିମନ୍ତେ ପଠାଯାଇଛି । ଅସ୍ତ୍ରଶସ୍ତ୍ର…

ଭେନେଜୁଏଲା ତୈଳ ଟ୍ୟାଙ୍କରକୁ କବଜା କଲା ଆମେରିକା 

ଭେନେଜୁଏଲା ଉପରେ ଆମେରିକା କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ଭେନେଜୁଏଲା ଉପକୂଳ କାରବିୟାନ ସାଗରରେ ଏକ ତୈଳ ଟ୍ୟାଙ୍କରକୁ ଆମେରିକା ସେନା ଗୁରୁବାର ନିଜ କବଜାକୁ ନେଇଛି । ଆମେରିକା ସେନା ଏହି ଘଟଣାର…

ଡଲାର ତୁଳନାରେ ଭାରତୀୟ ଟଙ୍କା ୯୦ ଟପି ଐତିହାସିକ ରେକର୍ଡ ସ୍ତରକୁ ଖସିଲା

ଗୁରୁବାର ଦିନ ଭାରତୀୟ ଟଙ୍କା ଆମେରିକୀୟ ଡଲାର ତୁଳନାରେ ୯୦ ଟଙ୍କା ସ୍ତରକୁ ଅତିକ୍ରମ କରି ଏକ ନୂଆ ଐତିହାସିକ ରେକର୍ଡ ନିମ୍ନ ସ୍ତରରେ ପହଞ୍ଚିଛି। ଟଙ୍କାର ମୂଲ୍ୟ ୯୦.୪୬୭୫ ଟଙ୍କାକୁ ଖସିଯାଇଛି, ଯାହା…

ପୂର୍ବତନ ଆଇପିଏସ୍ ଅଧିକାରୀ ଅମିତାଭ ଠାକୁର ଲକ୍ଷ୍ନୌରୁ ଗିରଫ

ପୂର୍ବତନ ଆଇପିଏସ୍ ଅଧିକାରୀ ଅମିତାଭ ଠାକୁରଙ୍କୁ ଲକ୍ଷ୍ନୌ ପୁଲିସ ଗିରଫ କରିଛି । ଟ୍ରେନରେ ଦିଲ୍ଲୀ ଯାତ୍ରା କରୁଥିବା ସମୟରେ ତାଙ୍କୁ ଗିରଫ କରାଯାଇଛି । ଲକ୍ଷ୍ନୌର ତାଲକୋଟରା ପୋଲିସ ଷ୍ଟେସନର ଅଧିକାରୀ ଅମିତାଭଙ୍କ…

ତିରୁପତି ମନ୍ଦିରରେ ପଲିଷ୍ଟର ସାଲକୁ ସିଲକ୍ କହି ବିକ୍ରି, ୫୪ କୋଟିର ସ୍କାମ୍

ଆନ୍ଧ୍ର ପ୍ରଦେଶର ପ୍ରସିଦ୍ଧ ତିରୁମାଳା ମନ୍ଦିରରେ ଲଡ଼ୁ ଦୁର୍ନୀତି ପରେ ଏବେ ଆଉ ଏକ ସ୍କାମ୍ ପଦାକୁ ଆସିଛି । ତିରୁପତି ତିରୁମାଳା ଦେବସ୍ଥାନମ୍ ଟ୍ରଷ୍ଟ ଦ୍ୱାରା ପରିଚାଳିତ ଏହି ମନ୍ଦିରରେ ଅତି କମ୍ରେ…

ମହାନଦୀ ଜଳ ବିବାଦର ସମାଧାନ ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି

ଛତିଶଗଡ଼ ସହ ଚାଲିଥିବା ମହାନଦୀ ଜଳ ବିବାଦର ସମାଧାନ ଲାଗି ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ଅଧ୍ୟକ୍ଷତାରେ ଗଠିତ ଏହି…

୧୩ ତାରିଖ ସୁଦ୍ଧା ଜାରି ରହିବ ଥଣ୍ଡା, ୧୦ ଡିଗ୍ରୀ ତଳେ ୧୧ ସହର

ରାଜ୍ୟରେ ଜାରିଥିବା ଶୀତ ଲହରୀ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଲାଗି ରହିପାରେ ବୋଲି ପାଣିପାଗ ବିଭାଗ କହିଛି । ରାତି ତାପମାତ୍ରା ୧୧ ସହରରେ ୧୦ ଡିଗ୍ରୀରୁ ତଳକୁ ଖସିଯାଇଛି । କନ୍ଧମାଳର…

ମମତାଙ୍କୁ ଚାଲେଞ୍ଜ ଦେଲେ ତୃଣମୂଳରୁ ନିଲମ୍ବିତ ବିଧାୟକ ହୁମାୟୁନ କବୀର

୨୦୨୬ ମସିହାରେ ହେବ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ । ଏବେ ତାଙ୍କ ଚିନ୍ତା ବଢ଼ାଇଛନ୍ତି ତୃଣମୂଳ କଂଗ୍ରେସର ନିଲମ୍ବିତ ବିଧାୟକ ହୁମାୟୁନ କବୀର । ମମତାଙ୍କୁ କବୀର ଚାଲେଞ୍ଜ ଦେଇ କହିଛନ୍ତି, ଖୁବ ଶୀଘ୍ର…