ପାକିସ୍ତାନର ଏଫ୍-୧୬ ଯୁଦ୍ଧବିମାନକୁ ଅପଗ୍ରେଡ କରିବ ଆମେରିକା
ପାକିସ୍ତାନକୁ ଦେଇଥିବା ଏଫ-୧୬ ଯୁଦ୍ଧବିମାନକୁ ଆମେରିକା ଅପଗ୍ରେଡ କରିବ । ଏଥିପଇଁ ୬୮୬ ନିୟୁତ ଡଲାର ବା ପ୍ରାୟ ୫,୮୦୦ କୋଟି ଟଙ୍କାର ଏକ ପ୍ରସ୍ତାବ ସଂସଦକୁ ଅନୁମୋଦନ ନିମନ୍ତେ ପଠାଯାଇଛି । ଅସ୍ତ୍ରଶସ୍ତ୍ର ରପ୍ତାନୀ ନିୟନ୍ତ୍ରଣ ଆଇନ ଅଧୀନରେ ଏହି ଅପଗ୍ରେଡ କରାଯିବ । ପ୍ରତିରକ୍ଷା ସୁରକ୍ଷା ସହଯୋଗ ସଂସ୍ଥା ବୈଠକରେ ଗତ ୮ ତାରିଖରେ ଏହି ପ୍ରସ୍ତାବ ମଞ୍ଜୁରି ହେବା ପରେ ସଂସଦକୁ ପଠାଯାଇଛି । ଏହାକୁ ଅନୁମୋଦନ ଲାଗି ସଂସଦ ପାଖରେ ୩୦ […]